BREAKING
Loading...
:

ଦୀପାବଳିରେ ରାଜଧାନୀରେ ବଡ଼ ଅଘଟଣ

 

*ଦୀପାଳବିରେ ରାଜଧାନୀରେ ବଡ ଅଘଟଣ; ୧ ନମ୍ବର ହାଟ ଅଣ୍ଡରଗ୍ରାଉଣ୍ଡ ମାର୍କେଟରେ ଜଳିଗଲା ଏକାଧିକ ଦୋକାନ*

*ଦୀପାବଳିରେ ରାଜଧାନୀରେ ବଡ଼ ଅଘଟଣ  । ଏକ ନମ୍ବର ହାଟକୁ ସଂଯୋଗ କରୁଥିବା ଅଣ୍ଡର ଗ୍ରାଉଣ୍ଡ ମାର୍କେଟରେ ଅଗ୍ନିକାଣ୍ଡ  । ଜଳିଗଲା ଏକାଧିକ କପଡା ଦୋକାନ । ନିଆଁକୁ ଆୟତ୍ତ କଲେ ଦମକଳବାହିନୀ । ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ଆଶଙ୍କା  ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS