BREAKING
Loading...
:

ଗେଷ୍ଟ ହାଉସରେ ପୋଲିସର ଚଢାଉ

 ଗେଷ୍ଟ ହାଉସରେ ପୋଲିସର ଚଢାଉ


ଭୁବନେଶ୍ଵର (ମଣିଭଦ୍ରା ଖବର) ପାଟପୁର ଥାନା ପୁଲିସ ଗତକାଲି ବିଳମ୍ବିତ ରାତିରେ ତପ୍ତପାଣି ଗେଷ୍ଟ ହାଉସରେ ଚଢ଼ାଉ କରିଛି। ବଡ ଧରଣର ଜୁଆ ଖେଳ ଚାଲିଥିବା ସୂଚନା ପାଇ ଚଢ଼ଉ କରିଥିଲା। ସେଠାରେ ବହୁ ନାମୀଦାମୀ ଗାଡ଼ି ଲାଗିଥିବା ବେଳେ ଗଞ୍ଜାମ ଜିଲ୍ଲାର ବହୁ କୋଟିପତି ଥିଲେ। ବ୍ରହ୍ମପୁରର କିଛି ଠିକାଦାର ଓ ବିଲଡର ବି ଥିଲେ। କୋଟିପତିଙ୍କ ଜୁଆ ଖେଳରୁ କେତେ ଟଙ୍କା ଜବତ ହେଲା ସେ ସୂଚନା ପୁଲିସ ଖୁବଶୀଘ୍ର ଦେବ ବୋଲି ଆଶା କରାଯାଉଛି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS