ଦିଗପହଣ୍ଡିରେ ଛେଳି ସଡକ, ପ୍ରାଣୀ ବିଭାଗ ଅଚିନ୍ତା ନିଦ୍ରାରେ
ଭୁବନେଶ୍ଵର (ମଣିଭଦ୍ରା ଖବର) ଦିଗପହଣ୍ଡି ଅଞ୍ଚଳରେ ଗୋଟିଏ ମାସକ ଭିତରେ 500 ରୁ ଉର୍ଦ୍ଧ ଛେଳି ମୃତ - କିନ୍ତୁ ପ୍ରାଣୀ ବିଭାଗ ପକ୍ଷରୁ କୌଣଷି ପ୍ରତିକ୍ରିୟା ନାହିଁ କି ଚିନ୍ତା ଦେଖିବାକୁ ମିଳୁ ନାହିଁ ।
ଚାଷୀ ଛେଳି ମଡକ ଦେଖି ଚିନ୍ତାରେ ଶୋଇବା ଭୁଲିଯାଇଥିବା ବେଳେ ପ୍ରାଣୀ ବିଭାଗ ଗଭୀର ନାଦରେ ଶୋଇରହିଛି ।
କେବେ ବନ୍ଦ ହେବ ଛେଳି ମୃତ । ନରସିଂହପୁର ଗ୍ରାମ କରେ ଏବେ ଗୋକର୍ଣପୁର ଗ୍ରାମରେ ଦେଖିବାକୁମିଳିଛି ଛେଳି ମୃତ ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق