BREAKING
Loading...
:

ଦୁର୍ଦ୍ଦାନ୍ତ ନକ୍ସଲ ବିଜା ମାଡ଼ବୀର ଆତ୍ମସମର୍ପଣ

 *ଫୁଲବାଣୀ: ଦୁର୍ଦ୍ଦାନ୍ତ ନକ୍ସଲ ବିଜା ମାଡ଼ବୀର ଆତ୍ମସମର୍ପଣ*

* ଦକ୍ଷିଣାଞ୍ଚଳ ଡିଆଇଜି ଓ କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ

* ବିଜା ମାଡ଼ବୀର ଘର ସୁକ୍‌ମାରେ, ୬ ବର୍ଷ ହେଲା ସଂଗଠନ ସହ ଜଡ଼ିତ

* KKBN ଡିଭିଜନ ରାଉଲ ଏରିଆ କମିଟିର ACM ଥିଲା ମାଡ଼ବୀ

* ମାଡ଼ବୀ ୧୦ଟି  ହିଂସାରେ ସମ୍ପୃକ୍ତ, ଗୋଟିଏ ପିସ୍ତଲ ସହ ୨ ଗୁଳି ଜବତ

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS