*ସୁଭଦ୍ରା ଆବେଦନକାରୀଙ୍କ ପାଇଁ ଖୁସି ଖବର*
* ବାଦ ପଡ଼ିଥିବା ଆବେଦନକାରୀଙ୍କ ତ୍ରୁଟି ଧରାଯିବ
* ତ୍ରୁଟିରେ ସୁଧାର କରାଯାଇ ଟଙ୍କା ପ୍ରଦାନ କରାଯିବ
* ହିତାଧିକାରୀଙ୍କ ପାଖକୁ ଯିବେ ସରକାରୀ କର୍ମଚାରୀ
* କେଉଁଠି ତ୍ରୁଟି ରହିଲା, ସେନେଇ ଯାଞ୍ଚ କରିବେ
* RI, ARI, ଭତ୍ତା ବଣ୍ଟନ ଅଧିକାରୀ ଯାଞ୍ଚ କରିବେ
* ଅଙ୍ଗନବାଡ଼ି ଦିଦି, ସହାୟକ ସହଯୋଗ କରିବେ
* ଆଶାକର୍ମୀ, ସ୍ବାସ୍ଥ୍ୟକର୍ମୀ ବି ସହଯୋଗ କରିବେ
* ଖାରଜ ଆବେଦନରୁ ୨୨ ପ୍ରତିଶତଙ୍କୁ ମିଳିଛି ଟଙ୍କା
* ଅନ୍ୟ ୫ଲକ୍ଷ ଆବେଦନକୁ ନେଇ ଯାଞ୍ଚ ହେବ
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment