ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା
ଭୁବନେଶ୍ଵର (ମଣିଭଦ୍ରା ଖବର) ବ୍ରହ୍ମପୁର ସ୍ଥିତ ଆଇଟିଆଇ ସ୍କୁଲ ର ଫିଟର୍ ବିଭାଗ ର ପ୍ରଥମ ବର୍ଷର ଛାତ୍ରୀ ସରକାରୀ ପଲିଟେକନିକ୍ ନିକଟରେ ରହିଥିବା ହଷ୍ଟେଲ ରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق