BREAKING
Loading...
:

ବିମାନ ଚଳାଚଳ ସ୍ବାଭାବିକ

 ବିମାନ ଚଳାଚଳ ସ୍ବାଭାବିକ 

*ବାତ୍ୟା ଲ୍ୟାଣ୍ଡଫଲ୍ କଲା, ବିମାନ ଚଳାଚଳ ସ୍ୱାଭାବିକ ହେଲା । ସକାଳ ୮ଟାରୁ ବିମାନ ଚଳାଚଳ ସ୍ୱାଭାବିକ ହେବା ନେଇ ସୂଚନା ।*

*ବାତ୍ୟା ଲ୍ୟାଣ୍ଡଫଲ୍ କଲା, ବିମାନ ଚଳାଚଳ ସ୍ୱାଭାବିକ ହେଲା । ଶୁକ୍ରବାର ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବା ପରେ ଭୁବନେଶ୍ୱରରେ ବିମାନ ଚଳାଚଳ ସ୍ୱାଭାବିକ ହେବା ନେଇ ଖବର ଆସିଛି ।*

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS