*ମହାବାତ୍ୟାକୁ ୨୫ ବର୍ଷ ; ଆଜିର ଦିନରେ ରଚିଥିଲା ଧ୍ବଂସଲିଳା*
ଭୁବନେଶ୍ଵର (ମଣିଭଦ୍ରା ଖବର) ୧୯୯୯ ମସିହା ଆଜିର ଦିନରେ ଶତାବ୍ଦୀର ସବୁଠୁ ବଡ଼ ବିପର୍ୟ୍ୟୟକୁ ସାମ୍ନା କରିଥିଲା ଓଡ଼ିଶା। ଗଦା ହୋଇଯାଇଥିଲା ଶବର ପାହାଡ । ଜୀବନ ହରାଇଥିଲେ ୧୦ ହଜାର ଲୋକ । ୩୧ ହଜାର ୯୪୫ କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଥିଲା। ଭାଙ୍ଗି ପଡ଼ିଥିଲା ଓଡ଼ିଶାର ମେରୁଦଣ୍ଡ ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق