ନିଶା ନିବାରଣ ପଦଯାତ୍ରାରେ ମହିଳା ଜବତ କଲେ ମଦ
କଟକ(ମଣିଭଦ୍ରା ଖବର) ନରସିଂହପୁର ବ୍ଲକ ଅନ୍ତର୍ଗତ ସରଧାପୁର ପଂଚାୟତ ରେ ଚାଲିଥିବା ନିଶାନିବାରଣ ପଦଯାତ୍ରା ବେଳେ ସରଧାପୁର ଗ୍ରାମରେ ପ୍ରାୟ ୧୦୦ ଲିଟର ପୋଚ ମଦ ଜବତ କଲେ ମହିଳା ... । ସେଠାରେ କିଛି ସମୟ ପର୍ଯ୍ୟନ୍ତ ହୋ ହାଲ୍ଲା ଜାରି ରହିଥିଲା । ତେବେ ମହିଳା ମାନଙ୍କର ଏଭଳି କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି ।
ମାନସ କୁମାର ସାହୁ, କଟକ
إرسال تعليق