BREAKING
Loading...
:

ଭୋଟର ତାଲିକା ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ

 ଭୋଟର ତାଲିକା ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ 

ଭୁବନେଶ୍ଵର (ମଣିଭଦ୍ରା ଖବର) ଚଳନ୍ତି ଭୋଟର୍ ତାଲିକା ସଂଶୋଧନ ପାଇଁ 29 ଅକ୍ଟୋବର ଠାରୁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ନିଜର ଦାବି ଦାଖଲ କରିବା ପାଇଁ ସର୍ବସାଧାରଣଙ୍କୁ ଅନୁରୋଧ କରାଯାଉଛି। ତାଲିକାରେ ନାମ ଯୋଗ କରିବା ପାଇଁ ଫର୍ମ୍ ୬, ବାଦ୍ ଦେବା ପାଇଁ ଫର୍ମ୍ ୭, ସଂଶୋଧନ ପାଇଁ ଫର୍ମ୍ ୮ ଉପଲବ୍ଧ।*

*ଆସନ୍ତୁ ଏକ ସଶକ୍ତ ଗଣତନ୍ତ୍ର ଗଠନ କରିବା l

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS