BREAKING
Loading...
:

କୁଂଭାକାର ପେଟରେ ନାତ ମାରିଛି ବିଦେଶୀ ଦୀପ ।କୁମ୍ଭକାରଙ୍କ ଦେଶୀ ଦୀପ ଅଭାବୀ ବିକ୍ରି

 କୁଂଭାକାର ପେଟରେ ନାତ ମାରିଛି ବିଦେଶୀ ଦୀପ ।କୁମ୍ଭକାରଙ୍କ ଦେଶୀ ଦୀପ ଅଭାବୀ ବିକ୍ରି ।


 ଭୁବନେଶ୍ଵର ( ମଣିଭଦ୍ରା ଖବର) ସାରା ରାଜ୍ୟରେ କୁଭାର ମାନେ  ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଦୈନ୍ୟଦିନ ବେବହାର ହେଉଥିବା ମାଟି ପାତ୍ର ର ଚାହିଦା କମୁଥିବା ବେଳେ ବର୍ତ୍ତମାନ ବିଭିନ୍ନ ପୂଜା ସହିତ କାର୍ତ୍ତିକ ମାସ ଦୀପାବଳି ରେ ମାଟି ଦୀପ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ଦେଶୀ ମାଟି ଦୀପ ବଜାରରେ ଚାହିଦା କମୁଛି ।ଯାହା ଫଳରେ ପୁରୀ ଜିଲ୍ଲା ର ଗୋପ ,ଚାରିଛକ ,ବାହାରଣା ,ନୟା ହାଟ ଓ ଛଇତନା ଅଞ୍ଚଳରେ ଥିବା ମାଟି ଦୀପ କାରିଗର ତାଙ୍କର ବେବ୍ୟସାୟରେ ବାଧା ସୃଷ୍ଟି କରିଛି ବୋଲି କୁମ୍ଭାକାର ମାନେ କହିଛନ୍ତି । 


ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS