BREAKING
Loading...
:

ମଦ୍ୟପ ପୋଲିସ ଚାଳକଙ୍କ ର ଉନ୍ମକ୍ତ କାଣ୍ଡ

 ମଦ୍ୟପ ପୋଲିସ ଚାଳକଙ୍କ ର ଉନ୍ମକ୍ତ କାଣ୍ଡ 

କଟକ(ମଣିଭଦ୍ରା ଖବର) ମଦ୍ୟପ ପୋଲିସ ଚାଳକଙ୍କ ର ଉନ୍ମକ୍ତ କାଣ୍ଡ l ନିଶାସକ୍ତ ଗାଡ଼ି ଚଳାଇ ଘଟାଇଲେ ଦୁର୍ଘଟଣା l ସୂଚନା ମୁତାବକ, କଟକ ବିଜୁ ପଟ୍ଟନାୟକ ଛକ ନିକଟରେ ପୋଲିସର ଏକ ଟାଟା ସୁମୋ ଗାଡ଼ି ଯାହାର ନମ୍ବର ରହିଛି OD05L8926 l ଗାଡ଼ିଟି କ୍ଷିପ୍ର ବେଗରେ ଆସି ଏକ ସାଇକେଲ ଚାଳକଙ୍କ ଙ୍କୁ ଧକ୍କା ମାରିବା ପରେ ରାସ୍ତା କଡ଼ରେ ତଳେ ବସି ଜୋତା ଚପଲ ସିଲେଇ କରୁଥିବା ମୋଚୀ ଉପରକୁ ମାଡ଼ି ଆସିଛି ଗାଡ଼ି l ଅଳ୍ପକେ ବର୍ତି ଯାଇଛନ୍ତି ମୋଚୀ କାରିଗର, ଗାଡ଼ିଟି ଭାରସାମ୍ୟ ହରାଇ ଧକ୍କା ଦେବା ପରେ ଏକ ଗଛ ଉପରେ ପିଟି ହୋଇ ପଡ଼ି ରହିଛି । ଚକା ତଳେ ପଡ଼ି ରହିଛି ମୋଚୀଙ୍କ ର ଆସବାପତ୍ର l ଏବଂ ଏ ନେଇ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି ମୋଚି କାରିଗର l ଅନ୍ୟପଟେ ମଦ୍ୟପ ଗାଡ଼ି ଚାଳକଙ୍କୁ ଧରି ଧରି ନେଇଛନ୍ତି ପୋଲିସ କର୍ମଚାରୀ l 


କଟକରୁ ମାନସ କୁମାର ସାହୁ ଙ୍କ ରିପୋର୍ଟ  ମଣିଭଦ୍ରା ଖବର

Post a Comment

Previous Post Next Post
Header ADS