ଭାରତୀୟ ଜନତା ପାର୍ଟିର ମଣ୍ଡଳ ସ୍ତରୀୟ କର୍ମଶାଳା
କଟକ {ମାନସ କୁମାର ସାହୁ }ବଡମ୍ବା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତାପାର୍ଟିର ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ । ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ କଟକ ଜିଲ୍ଲା ସଭାପତି ରାମ ନାରାୟଣ ମାହାନ୍ତି। ସଭ୍ଯ ସଂଗ୍ରହ ଅଭିଯାନର ସଂଯୋଜକ ବିଭୁଦତ୍ତ ପଟ୍ଟନାୟକ, ବିଶିଷ୍ଟ ଅତିଥି ଭାବରେ ବଡମ୍ବା ବିଧାୟକ ବିଜୟ କୁମାର ଦଳବେହେରା ଯୋଗ ଦେଇ ଥିଲେ। ବଡମ୍ବା ମଣ୍ଡଳ ସଭାପତି ସନ୍ତୋଷ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।।
ମଣିଭଦ୍ରା ଖବର,କଟକ
Post a Comment