ଆଜିର ତାଜା ଖବର (ମଣିଭଦ୍ରା ଖବର)
ତାରିଖ ୦୯/୦୯/୨୪, ସୋମବାର
୧-ଭୁବନେଶ୍ୱର:ସିଏମ୍ କିଷାନ୍ ଆରମ୍ଭ; ଚାଷୀଙ୍କ ଖାତାକୁ ଗଲା ୯୨୫ କୋଟି।
୨-ଯୁକ୍ତ ଦୁଇ ପିଲାମାନଙ୍କୁ ମାଗଣାରେ କୋଚିଂ,୧୨ରୁ ଦିଗଦର୍ଶନ,୧୭ରୁ ଅନଲାଇନ୍ ପାଠପଢ଼ା।
୩-ସମ୍ବଲପୁର:ସମଲେଇ ପୀଠରେ ପତ୍ନୀଙ୍କ ସହ ନୂଆଁ ଖାଇଲେ ମୁଖ୍ୟମନ୍ତ୍ରୀ।
୪-ଏ ବର୍ଷ ଡିଜେ ମୁକ୍ତ ରୋଷଣୀ, ନିଶାମୁକ୍ତ ଭଷାଣୀ ଓ ପଲିଥିନ ମୁକ୍ତ ପୂଜା – ଅକ୍ଟୋବର ୯ରୁ କଟକ ପ୍ରସିଦ୍ଧ ଦୁର୍ଗାପୂଜା।
୫-ଦୁର୍ଗା ପୂଜା ଭସାଣିରେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍ ର ବ୍ୟବହାର ଉପରେ ଲାଗିଲା କଟକଣା।
୬-ରାତିରେ ରାଜଧାନୀ ଅଶାନ୍ତ,ଚୈ।କି ପାଇଁ ରେଷ୍ଟୁରାଣ୍ଟରେ ହାତାହାତି, ଆପାର୍ଟମେଣ୍ଟର ଫୁଲିଲା ବୋମା।
୭-ଉତ୍କଳ ସାହିତ୍ୟ ସମାଜ ସମ୍ମାନ ଘୋଷିତ: କଥାଶିଳ୍ପୀ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ 'ଉତ୍କଳ ରତ୍ନ'।
୮-ଅଚ୍ୟୁତ ସାମନ୍ତଙ୍କୁ ଯଶସ୍ଵୀ ସମ୍ମାନ, ନେପାଳର କାଠମାଣ୍ଡୁଠାରେ ହେଲେ ସମ୍ମାନିତ।
୯-କେନ୍ଦୁଝର,ଶାଳକଣିଆ ଗାଁ :ଭତ୍ତା ଟଙ୍କାରେ ବୁଲି ବୁଲି ଗଛ ଲଗାଉଛନ୍ତି ବୃଦ୍ଧା ଦମ୍ପତି:ଗୋବିନ୍ଦ ଚନ୍ଦ୍ର ପୃଷ୍ଟି ଓ ଶକୁନ୍ତଳା ପୃଷ୍ଟି ।
୧୦-ଡେରାବିଶରେ ବାର୍ଡ ଫ୍ଲୁ : ଫାର୍ମରେ ଥିବା ଜୀବନ୍ତ ଓ ମୃତ କୁକୁଡାକୁ ଗାତ ଖୋଳି ପୋତିଲା ଜିଲ୍ଲା ପ୍ରଶାସନ।
୧୧-ଲମତାପୁଟ:ବଢିଲା ଜଳସ୍ତର, ଚଳିତ ବର୍ଷ ପ୍ରଥମ ଥର ଖୋଲିଲା ଜଲାପୁଟ ଡ୍ୟାମ୍ର ୫ ଗେଟ୍।
୧୨-ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁ:ଗଣେଶ ବିସର୍ଜନ ବେଳେ ଘଟିଲା ଅଘଟଣ,ପୋଖରୀରେ ବୁଡ଼ିଗଲେ ଦୁଇ ଭାଇ।
୧୩-ଚନ୍ଦ୍ରଶେଖରପୁର: ବର୍ଷାରେ ଉବୁଟୁବୁ ନନ୍ଦନ ବିହାର, ଜଳବନ୍ଦୀରେ ବିତିଗଲାଣି ୨୨ବର୍ଷ।
୧୪-ଟାଇମ୍ ମାଗାଜିନ୍ ଘୋଷଣା – କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଶ୍ୱର ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତି।
୧୫-ପୁରୀ:ସ୍ମାର୍ଟ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର, ଭିଡ଼ ନିୟନ୍ତ୍ରଣ ପାଇଁ ଲାଗିବ AI
୧୬-ବାଙ୍ଗିରିପୋଷି:ଗଣେଶ ପୂଜା ଭୋଗ ଖାଇ୧୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଝାଡା ବାନ୍ତିରେ ଗୁରୁତର।
୧୭-ଭୁବନେଶ୍ୱର:To-Let ମାରି ଲୁଟୁଛନ୍ତି ଦଲାଲ । ଟଙ୍କା ଦେଇ କାନ୍ଦୁଛନ୍ତି ଭଡ଼ାଟିଆ।
୧୮-ଲଗାଣ ବର୍ଷାରେ ବୁଡ଼ିଲା ମାଲକାନଗିରି ସହର, ଜାତୀୟ ରାଜପଥ ଉପରେ ୩ ଫୁଟର ପାଣି।
୧୯-ଭାରତରେ ମଙ୍କିପକ୍ସର ଏଣ୍ଟ୍ରି! ବିଦେଶ ଫେରନ୍ତା ଯୁବକଙ୍କଠୁ ମିଳିଲା ଲକ୍ଷଣ।
୨୦-ବିହାରର ବକ୍ସର ଜିଲ୍ଲା:ମଗଧ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ, ଦୁଇଭାଗ ହେଲା ଟ୍ରେନ୍।
୨୧-ଏବର୍ଷ ଶୀତରେ ଥରିବ ଭାରତ; ଆରମ୍ଭ ହୋଇଗଲାଣି ଲା ନିନାର ପ୍ରଭାବ।
୨୨-ଭିଏତନାମରେ ବାତ୍ୟା ‘ୟାଗୀ’ର ତାଣ୍ଡବ,୧୪ ମୃତ, ୪ ବିମାନ ବନ୍ଦର ବନ୍ଦ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق