BREAKING
Loading...
:

ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

 ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

*📍୨ଦିନ ତଳର ରିଭ୍ୟୁ ଅନୁସାରେ ୯୨ ଲକ୍ଷ ପଞ୍ଜୀକରଣ କଲେଣି’*

*📍‘ସପ୍ତାହେ ଭିତରେ ପଞ୍ଜୀକରଣ ସଂଖ୍ୟା ଏକ କୋଟି ଛୁଇଁବ’*

*📍‘ପଞ୍ଜୀକରଣ ସରିଲା ପରେ ତଥ୍ୟ ଯାଞ୍ଚ କରିବୁ’*

*📍‘ତଥ୍ୟ ଯାଞ୍ଚ ପରେ ଶୀଘ୍ର ଆକାଉଣ୍ଟକୁ ଯିବ ଟଙ୍କା’*

*📍୨୫ ଲକ୍ଷ ୧୧ ହଜାର ମହିଳାଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା*

*📍‘ଧର୍ଯ୍ୟ ରଖନ୍ତୁ , ଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କ ପାଖକୁ ଯିବ ଟଙ୍କା’*

*📍‘ମାର୍ଚ୍ଚ ୮ରେ ଏକାସହ ସମସ୍ତଙ୍କୁ ଯିବ ଦ୍ବିତୀୟ କିସ୍ତି ଟଙ୍କା’*


ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

أحدث أقدم
Header ADS