ଆସନ୍ତାକାଲି ହରତାଳକୁ ପ୍ରତ୍ୟାହାର କଲା ବିଜେଡି
ଭୁବନେଶ୍ଵର ( ମଣିଭଦ୍ରା ଖବର)ଆସନ୍ତାକାଲି ହେବାକୁ ଥିବା ବିଜେଡିର ୬ ଘଣ୍ଟିଆ ହରତାଳକୁ ପ୍ରତ୍ୟାହାର କରିନିଆଯାଇଛି। ବିଚାର ବିଭଗୀୟ ତଦନ୍ତ ନିର୍ଦ୍ଦେଶ ପରେ ହରତାଳ ପ୍ରତ୍ୟାହାର ପାଇଁ ବିଜେଡି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର ସୂଚନା ଦେଇଛନ୍ତି।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା
إرسال تعليق