BREAKING
Loading...
:

ସୁଭଦ୍ରାକୁ ନେଇ ଭ୍ରମିତ ହୁଅନ୍ତୁନି- ପ୍ରଭାତୀ

 ସୁଭଦ୍ରାକୁ ନେଇ ଭ୍ରମିତ ହୁଅନ୍ତୁନି --- ପ୍ରଭାତୀ

*‘ସୁଭଦ୍ରା’କୁ ନେଇ ଭ୍ରମିତ ନହେବାକୁ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା*

*‘ସୁଭଦ୍ରା’କୁ ନେଇ ଅନେକ ଗୁଜବ ସୃଷ୍ଟି କରାଯାଉଛି, ଭ୍ରମିତ ହୁଅନ୍ତୁନି*

*ବ୍ୟାଙ୍କରୁ ଟଙ୍କା ନଉଠାଇଲେ ସରକାର ନେଇଯିବା ନେଇ ଗୁଜବ କରାଯାଉଛି*

*‘ବାସ୍ତବରେ ସେଭଳି କିଛି ନାହିଁ, ଏଭଳି ମିଥ୍ୟା ପ୍ରଚାର ଶୁଣନ୍ତୁନି’*

*‘ଯେଉଁମାନେ ଟଙ୍କା ପାଇଛନ୍ତି, ସେ ଟଙ୍କା ତାଙ୍କର, ଖର୍ଚ୍ଚ କରିପାରିବେ’*

*‘ଡିଜିଟାଲ ମୋଡ୍‌ରେ ଖର୍ଚ୍ଚକରି ଅଧିକ ୫୦୦ ଟଙ୍କା ଲାଭବାନ ହୁଅନ୍ତୁ

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

أحدث أقدم
Header ADS