BREAKING
Loading...
:

ବଦଳିଲେ ନୟାଗଡ଼ ଏସପି

 ବଦଳିଲେ ନୟାଗଡ଼ ଏସପି 



ନୟାଗଡ଼(ମଣିଭଦ୍ରା ଖବର) ନୟାଗଡ଼ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ଅନୁଗୁଳ ବଦଳି। 

ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀଙ୍କୁ ହେଲେ ନୟାଗଡ଼ର ନୂତନ ଆରକ୍ଷୀ ଅଧିକ୍ଷକ। ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ ହୋଇଥିବା ଜଣାପଡିଛି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS