الصفحة الرئيسية ବଦଳିଲେ ନୟାଗଡ଼ ଏସପି Debi Prasad Dash سبتمبر 29, 2024 0 ବଦଳିଲେ ନୟାଗଡ଼ ଏସପି ନୟାଗଡ଼(ମଣିଭଦ୍ରା ଖବର) ନୟାଗଡ଼ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ଅନୁଗୁଳ ବଦଳି। ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀଙ୍କୁ ହେଲେ ନୟାଗଡ଼ର ନୂତନ ଆରକ୍ଷୀ ଅଧିକ୍ଷକ। ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ ହୋଇଥିବା ଜଣାପଡିଛି । ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق