BREAKING
Loading...
:

ଓଡ଼ିଶାରେ ଚାଲିବ ୩ଟି ବନ୍ଦେ ଭାରତ ଟ୍ରେନ

 ଓଡ଼ିଶାରେ ଚାଲିବ ୩ଟି ବନ୍ଦେ ଭାରତ ଟ୍ରେନ

*ନୂଆ_ବନ୍ଦେ_ଭାରତ ଆସନ୍ତା ୧୫ରୁ ଦେଶରେ ୧୦ଟି ନୂଆ ବନ୍ଦେ ଭାରତ ଟ୍ରେନ୍ ଚାଲିବ*

*ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ.*

*୧୦ଟି ବନ୍ଦେ ଭାରତରୁ ଓଡ଼ିଶାରେ ୩ଟି ଟ୍ରେନ ଚାଲିବ*

*ଟାଟା-ବ୍ରହ୍ମପୁର, ରାଉରକେଲା-ହାଓଡା, ଦୁର୍ଗ-ବିଶାଖାପାଟଣା*

*ରେଳ ମନ୍ତ୍ରାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ*


ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS