BREAKING
Loading...
:

କନେଷ୍ଟବଲ ପୋଡ଼ି ଘଟଣା;CCTV ଫୁଟେଜ୍‌ ଯାଞ୍ଚ#

 



କନେଷ୍ଟବଲ ପୋଡ଼ି ଘଟଣା;CCTV ଫୁଟେଜ୍‌ ଯାଞ୍ଚ#

ବ୍ରହ୍ମପୁର: RTO କନେଷ୍ଟବଲ ଆଶୁତୋଷ ମୃଦଙ୍ଗିଆ ଜଳିଯିବା ଘଟଣା,

ଅଞ୍ଚଳରୁ ସିସିଟିଭି ଫୁଟେଜ୍‌ ଜବତ କଲା ଟାଉନ୍ ପୋଲିସ୍,

ମୃଦଙ୍ଗିଆଙ୍କୁ ମେଡିକାଲ୍‌ ନେବା ଭିଡିଓକୁ ନେଇ ତଦନ୍ତ,

ପଡ଼ୋଶୀ ୩ କନେଷ୍ଟବଲଙ୍କ ପରିବାରଙ୍କୁ ମଧ୍ୟ ପଚରାଉଚରା,

ପୂର୍ବରୁ ପତ୍ନୀ ଓ ଶାଳକଙ୍କ ମୋବାଇଲ ମଧ୍ୟ ଜବତ ହୋଇଛି#


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS