ଉଜ୍ଜଳା ସବ୍ସିଡି ସିଲିଣ୍ଡର ୯ରୁ ୪କୁ ଖସିଲା#
ଉଜ୍ଜଳା ହିତାଧିକାରୀଙ୍କୁ ଝଟ୍କା; ସବ୍ସିଡି ସିଲିଣ୍ଡର ସଂଖ୍ୟା ୯ରୁ ୪କୁ ଖସିଲା,
ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା (PMUY)ରେ ୯ ସବ୍ସିଡି ସିଲିଣ୍ଡର ମିଳୁଥିଲା,
ସାଂପ୍ରତିକ ଗ୍ୟାସ୍ ସଙ୍କଟ ଭିତରେ ସବ୍ସିଡି ସିଲିଣ୍ଡର ସଂଖ୍ୟା କମାଇଲେ,
୨୦୧୬ରେ ଯୋଜନା ଲାଗୁ ବେଳେ ବାର୍ଷିକ ୧୨ଟି ସବ୍ସିଡି ସିଲିଣ୍ଡର, ମିଳୁଥିଲା-ଗତବର୍ଷ ଏହା ୯କୁ ହ୍ରାସ କରିଥିଲେ କେନ୍ଦ୍ର ସରକାର,
ହିତାଧିକାରୀଙ୍କୁ ସବ୍ସିଡି ବାବଦରେ ସିଲିଣ୍ଡର ପିଛା ୩୦୦ ଟଙ୍କା ମିଳୁଛି#
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق