ଡାକ୍ତରଙ୍କୁ_ଆକ୍ରମଣ_୩_ଅଟକ
*-ନରସିଂହପୁର: ବଡ଼ମ୍ବା ବ୍ଳକ ଅନ୍ତର୍ଗତ ମାଣିଆବନ୍ଧ ହସ୍ପିଟାଲ୍ ଡାକ୍ତରଙ୍କୁ ମାଡ଼ ଅଭିଯୋଗ*
*-କ୍ବାର୍ଟର୍ସ ଭିତରେ ପଶି ଆକ୍ରମଣ କଲେ ସ୍ଥାନୀୟ ୩ ଯୁବକ*
*-ଥାନାରେ ଏତଲା ପରେ ୩ ଅଭିଯୁକ୍ତଙ୍କୁ ଅଟକ ରଖିଲା ପୋଲିସ*
* ଘଟଣାର ତଦନ୍ତ କରୁଛନ୍ତି ଆଠଗଡ ଉପଖଣ୍ଡ ପୋଲିସ ଅଧିକାରୀ ରବୀନ୍ଦ୍ର କୁମାର ମଲ୍ଲିକ...
ମାନସ କୁମାର ସାହୁ, କଟକ ମଣିଭଦ୍ରା ଖବର
إرسال تعليق