BREAKING
Loading...
:

ବିଜେପି ର ସଦସ୍ୟତା ଅଭିଯାନ

 ବିଜେପି ର ସଦସ୍ୟତା ଅଭିଯାନ 


ଦଶପଲ୍ଲା:- ୦୧/୦୯ (ମଣିଭଦ୍ରା ଖବର)ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଭୂଇଁଆଣି ପୀଠରେ ମଧ୍ଯଖଣ୍ଡ ଜୋନର ସଦସ୍ୟତା ଅଭିଯାନ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସେପ୍ଟେମ୍ବର ୧ତାରିଖ ଠାରୁ ଦେଶ ବ୍ୟାପି ଆରମ୍ଭ ହୋଇଥିବା ସଦସ୍ୟତା ଅଭିଯାନ ମଧ୍ୟଖଣ୍ଡ ମଣ୍ଡଳର ୫ଗୋଟି ଶକ୍ତି କେନ୍ଦ୍ର ର ସଫଳତା ସହ ନିର୍ଧାତିତ ସମୟ ଅବଧି ମଧ୍ୟରେ  ସମାପନ କରିବା ସହସଦସ୍ୟତା ଅଭିଯାନ ର ପକ୍ରିୟା ସଂକ୍ରାନ୍ତ ରେ ଆଲୋଚନା କରାଯାଇଥିଲା। ଏହି କର୍ମଶାଳା କୁ ମଧ୍ୟଖଣ୍ଡ ମଣ୍ଡଳର ସଭାପତି ଦେବେନ୍ଦ୍ର କୁମାର ପ୍ରଧାନ ସଂଯୋଜନା କରିଥିଲେ। ଏହି କର୍ମଶାଳାରେ ପୂର୍ବତନ ଜିଲ୍ଲା ସଭାପତି ପ୍ରସନ୍ନ ଦାଶ, ସନ୍ୟାସୀ ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ବସନ୍ତ କୁମାର ମହାନ୍ତି,ମଣ୍ଡଳ ସମ୍ପାଦକ ପ୍ରିୟବ୍ରତ ଷଡ଼ଙ୍ଗୀ ଓ ରାକେଶ କୁମାର ନନ୍ଦ ଙ୍କ ସମେତ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ।


Post a Comment

أحدث أقدم
Header ADS