BREAKING
Loading...
:

ବିଜେପି ସରକାର ଙ୍କ କଥା ପାଣିରେ ଗାର, ସମସ୍ତଙ୍କୁ ୩୫୦୦ ଭତ୍ତା କୁଆଡେ ଗଲା ?

 ବିଜେପି ସରକାର ଙ୍କ କଥା ପାଣିରେ ଗାର, ସମସ୍ତଙ୍କୁ ୩୫୦୦ ଭତ୍ତା କୁଆଡେ ଗଲା ?

ଗଂଜାମ (ମଣିଭଦ୍ରା ଖବର)ଗତ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଲେ ଡବଲ ବିକାଶର ନାରାଦେଇ ସମସ୍ତ ଭତ୍ତାଧାରିଙ୍କ ମାସିକ ଭତ୍ତାକୁ ୩୫୦୦ ବୃଦ୍ଧି କରିବାକୁ ପ୍ରତିଶୃତି ଦେଇଥିଲା କିନ୍ତୁ ବିଜେପି ସରକାର ଉପସ୍ଥିତ ବଜେଟରେ କେବଳ ୮୦ ବର୍ଷରୁ ଉର୍ଦ୍ଧ ଏବଂ ୮୦ ପ୍ରତିଶତ ଉର୍ଦ୍ଧ ଭିର୍ନକ୍ଷମଙ୍କ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲେ ସୁଦ୍ଧା ଅନ୍ୟ ଭତ୍ତାଧରିଙ୍କ ମାସିକ ଭତ୍ତା ଏପରିବର୍ତ୍ତୀତ ରହିଛି ବିଜେପିର ପ୍ରତିଶୃତି ପାଣିର ଗାର ହୋଇଛି ଏହି କାରଣରୁ ଆଜି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଧରାକୋଟ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ସମସ୍ତ ବିଜୁ ଜନତା ଦଳ ର କର୍ମୀ ମାନଙ୍କ ସହ ମିଶି ଜନ ଜାଗରଣ କାର୍ଯ୍ୟକ୍ରମ କରାଯାଇଥିଲା l ଆଗାମୀ ଦିନରେ ସରକାର ଯଦି ସମସ୍ତ ଭତ୍ତାଧାରୀ ଙ୍କ ଭତ୍ତା ବୃଦ୍ଧି ନା କରନ୍ତି ତେବେ ଆଗକୁ ଆହୁରି ତୀବ୍ର ବିରୋଧ କରାଯିବ।

ଜ୍ୟୋତି ରଞ୍ଜନ ଗୈାଡ, ଗଞ୍ଜାମ 

Post a Comment

أحدث أقدم
Header ADS