BREAKING
Loading...
:

କଟକ ର ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୭୮ ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି

 କଟକ ର ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୭୮ ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି 

କଟକ( ମାନସ କୁମାର ସାହୁ)୭୮ ତମ ସ୍ଵାଧୀନତା ଦିବସ ରେ ସହରାଞ୍ଚଳ ଗୋଷ୍ଠି ସିଡିଏ ୭ନମ୍ବର ର ସ୍ବାସ୍ଥ୍ୟକେନ୍ଦ୍ରରେ ୭୮ ତମ ସ୍ବାଧିନତା  ଦିବସ ପାଳିତ ହେଇଯାଇଛି ଏଥିରେ ମେଡିକାଲ ର ଡ଼କ୍ଟର କାନ୍ତି ନାୟକ ଙ୍କ ଅଧ୍ୟକ୍ଷତାରେ ଅନ୍ୟ ମାନେ ଉପସ୍ଥିତ ରହି ମେଡ଼ିକାଲେ ରେ ପତାକା ଉତୋଳନ କରି ବିଭିନ୍ନ ଦେଶ ବୋଧକ ସ୍ବାଧିନତା ସଂଗ୍ରାମୀ ମାନଙ୍କର ବିରତ୍ବ ସମସ୍ତ ଗାଥ ପ୍ରତିପାଦନ  କରିଥିଲେ। 

ଏଥିରେ ଡଃ  ପ୍ରମ୍ ସ୍ଵରୁପ ପାତ୍ର,ସବ୍ୟସାଚୀ ଦାସ , ହିମାଂଶୁ ବେଉରା, ପ୍ରମୋଦ କୁମାର ଦେ,ମାନ ଭଞ୍ଜନ ସତପଥି, ଲିଜା ରାଣୀ ନାୟିକ , ଲକ୍ଷ୍ମୀ ରାଜ୍ ,ମାମାଲି ମହାପାତ୍ର,ରେଣୁସ୍ମିତା ନାୟକ, ମାନସ ସାହୁ, ଷ୍ଟାଲିନି ବାରିକ, ଅଜୟ ରଣା ବ୍ରଜବନ୍ଧୁ ନାହାକ, ଦୀପକ ନାୟକ, ସମସ୍ତେ ଯୋଗ ଦେଇଥିଲେ ।


ମଣିଭଦ୍ରା ଖବର 

Post a Comment

أحدث أقدم
Header ADS