BREAKING
Loading...
:

ସେକ୍ସ_ରାକେଟ୍_ଠାବ_ଘଟଣା, କନିଷ୍ଠ ଯନ୍ତ୍ରୀ ଗିରଫ

 ସେକ୍ସ_ରାକେଟ୍_ଠାବ_ଘଟଣା, କନିଷ୍ଠ ଯନ୍ତ୍ରୀ ଗିରଫ

(ମଣିଭଦ୍ରା ଖବର) ଢେଙ୍କାନାଳ ସହରରେ ସେକ୍ସ ରାକେଟ୍ ଠାବ ଘଟଣାର ବଡ଼ ଖୁଲାସା । ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ରଜତ ବେହେରାଙ୍କ ସମେତ 4 ଗ୍ରାହକ ଗିରଫ । ବିଶେଷ ସୂତ୍ରରୁ ଖବର ପାଇ ପୋଲିସର ଚଢ଼ାଉ।ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କଲା ଟାଉନ ପୋଲିସ । 

ଗତକାଲି ମହାବୀର ବଜାରସ୍ଥିତ ଗେଷ୍ଟ ହାଉସରୁ ସେକ୍ସ ରାକେଟ୍ ଠାବ ହୋଇଥିଲା । ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେ ସମ୍ପର୍କରେ ତଦନ୍ତ ଚଳାଇଛି ପୋଲିସ । ଖୁବଶିଘ୍ର ଏହି ରାକେଟର ମାଷ୍ଟର ମାଇଣ୍ଡକୁ ଧରାଯିବ ବୋଲି ପୋଲିସ ସୂଚନା ପ୍ରଦାନ କରିଛି । 

ରିପୋର୍ଟ ମାନସ କୁମାର ସାହୁ, କଟକ 

Post a Comment

أحدث أقدم
Header ADS