BREAKING
Loading...
:

ଶିକ୍ଷକ ରମେଶ କୁମାର ବେହେରାଙ୍କ ପରଲୋକ

 ଶିକ୍ଷକ ରମେଶ କୁମାର ବେହେରାଙ୍କ ପରଲୋକ




ନୂଆଗାଁ( ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସଂପଡା କ୍ଲଷ୍ଟର ର ପାରାଢିପି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ରମେଶ କୁମାର ବେହେରାଙ୍କ ପରଲୋକ ଘଟିଛି।ସେ କର୍କଟ ରୋଗରେ ପୀଡିତ ଥିଲେ। ଶ୍ରୀ ବେହେରା ଜଣେ ପରୋପକାରୀ,ଦାୟିତ୍ବବାନ, ଛାତ୍ର ବତ୍ସଳ ଶିକ୍ଷକ ଥିଲେ।ତାଙ୍କ ପରଲୋକରେ ନୂଆଗାଁ ବ୍ଲକ୍ ରେ ଥିବା ସମସ୍ତ ଶିକ୍ଷକ , ଶିକ୍ଷୟତ୍ରୀ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଅମର ଆତ୍ମା ର ସଦଗତି କାମନା କରିଛନ୍ତି।



ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS