BREAKING
Loading...
:

ସାମର୍ଥ୍ୟ ତାଲିମ ଶିବିର ଅନୁଷ୍ଠିତ

 ସାମର୍ଥ୍ୟ ତାଲିମ ଶିବିର ଅନୁଷ୍ଠିତ





ନୂଆଗାଁ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ବାହାଡ ଝୋଲା  ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସାମର୍ଥ୍ୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଙ୍କୁ  ଅନ୍ତନିବେଶି ଶିକ୍ଷା ମାଧ୍ୟମରେ ସାମିଲ କରିବା ସହ ସର୍ବାଙ୍ଗୀନ ବିକାଶ କରିବା ଉଦ୍ଦେଶ୍ୟ ନେଇ ଏହି ସାମର୍ଥ୍ୟ ତାଲିମ ଶିବିର ଅନୁଷ୍ଠିତ ହୋଇଛି।ଆର୍ ପି ଭାବେ  ଶିକ୍ଷକ ଶ୍ରୀଧର ବେହେରା,ସୁକୁମାର ବେହେରା ,ବି ଆର୍ ଟି ଇତିଶ୍ରୀ ତ୍ରିପାଠୀ,ବିଷ୍ଣୁପ୍ରିୟା ଦାସ ଯୋଗଦେଇ   ୪୫ ଜଣ ଶିକ୍ଷକ , ଶିକ୍ଷୟତ୍ରୀ ଙ୍କୁ ତାଲିମ ପ୍ରଦାନ କରିଥିଲେ।ଏହି ତାଲିମ ଶିବିର ପରିଦର୍ଶନ କରିଥିଲେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ।



ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS