BREAKING
Loading...
:

ବାଲଣ୍ଡା ଗ୍ରାମରେ ଅନୁଷ୍ଠିତ ଶନିଶ୍ଚର ଦେବ ଙ୍କ ପୂଜା ରେ ଯୋଗଦେଲେ ଦଶପଲ୍ଲା ବିଧାୟକ

 ବାଲଣ୍ଡା ଗ୍ରାମରେ ଅନୁଷ୍ଠିତ ଶନିଶ୍ଚର ଦେବ ଙ୍କ ପୂଜା ରେ ଯୋଗଦେଲେ ଦଶପଲ୍ଲା ବିଧାୟକ 




ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରା ଢିପି ପଞ୍ଚାୟତ ବାଲଣ୍ଡା ଗ୍ରାମ ରେ ଶନିଶ୍ଚର ଦେଵ ଙ୍କ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଗ୍ରାମବାସୀ ଙ୍କ ସହଯୋଗରେ ସମସ୍ତ ରୀତିନୀତି ଅନୁଯାୟୀ ସନିଶ୍ଚର ଦେବ ଙ୍କ ପୂଜା କରାଯାଇଥିଲା।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS