BREAKING
Loading...
:

ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ, ପକ୍ଷରୁ ମହୁଲବୁରି ଆନନ୍ଦ ବାହିନୀ ପୀଠ ଠାରେ ଶ୍ରୀ କୃଷ୍ଣଜନ୍ମାଷ୍ଟମୀ ବୈଦିକ ଯଜ୍ଞ ଓ ଅନ୍ନ ପ୍ରସନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ l

 ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ, ପକ୍ଷରୁ ମହୁଲବୁରି ଆନନ୍ଦ ବାହିନୀ ପୀଠ ଠାରେ ଶ୍ରୀ କୃଷ୍ଣଜନ୍ମାଷ୍ଟମୀ ବୈଦିକ ଯଜ୍ଞ ଓ ଅନ୍ନ ପ୍ରସନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ l



 ବୌଦ୍ଧ (ମଣିଭଦ୍ରା ଖବର) ବୌଦ୍ଧ ଜିଲ୍ଲା -ହରଭଙ୍ଗା ବ୍ଲକ ଅଧିନସ୍ଥ ବିରନରସିଂଙ୍ଗ ପୁର ଗ୍ରାମ ପଞ୍ଚାୟତର ମହୁଲବୁରି ଗ୍ରାମରେ ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ  ଅନନ୍ତ ଶ୍ରୀଭୂଷିତ ଗୋବର୍ଧନ ମଠ ପୁରୀ ଆଧିଶ୍ୱର ଶ୍ରୀମତ ଜଗଦ ଗୁରୁ ସଂକରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ଙ୍କ ମାର୍ଗଦର୍ଶନ ଅନୁସାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ହୁମଯଜ୍ଞ ଓ ବାଳକ, ବୃଦ୍ଧାବୃଦ୍ଧ ଙ୍କୁ ଅନ୍ନ ଦାନ (ଅନ୍ନପ୍ରସନ )ହେlଇଥିଲା l ଏଥିରେ ସାଧୁ ସନ୍ଥ, ଭାଗବତ ପ୍ରେମି, କୃଷ୍ଣଗୁରୁ ଭକ୍ତ ଙ୍କ ଗହଳି ଦେଖିବାକୁ ମିଳିଛି l ଏବଂ ଉଯୋଗ କର୍ତ୍ତା ସଚ୍ଚିଦାନନ୍ଦ ବେହେରା, ସଭାପତି ଦିବ୍ୟାଲୋଚନ ବେହେରା, ପରମାନନ୍ଦ ମହାନନ୍ଦ, ସାନନ୍ଦ ନାୟକ, ନେତ୍ରାନନ୍ଦ କହଁର, ସଚ୍ଚିଦାନନ୍ଦ ପାତ୍ର, ରାଜେନ୍ଦ୍ର ମହାନନ୍ଦ, କୃପାସିନ୍ଧୁ ବେହେରା, ବିଶ୍ଵାମିତ୍ର ତରିଆ, ଲିଙ୍ଗରାଜ ମହାନନ୍ଦ, କାର୍ତ୍ତିକ କୁମ୍ଭୀର, ପୂର୍ଣ୍ଣଚନ୍ଦ୍ର ମହାନନ୍ଦ, ପ୍ରମୁଖ ଉପସ୍ଥିତ ଥିଲେ l 


ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ (ମଣିଭଦ୍ରା ଖବର) l

Post a Comment

أحدث أقدم
Header ADS