BREAKING
Loading...
:

ସ୍ୱାଧୀନତା ଦିବସ ପାଳିତ, ଜାତୀୟ ପତାକାକୁ ଅସମ୍ମାନ

 ସ୍ୱାଧୀନତା ଦିବସ ପାଳିତ, ପତାକାକୁ ଅସମ୍ମାନ


 


  ଖଣ୍ଡପଡ଼ା (ମଣିଭଦ୍ରା ଖବର)75 ତମ ସ୍ୱାଧୀନତା ଦିବସ ଅବସରରେ ଖଣ୍ଡପଡାର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ସାମ୍ବାଦିକ ସଙ୍ଘ, ମୋଟର ଯାନ ସଙ୍ଘ ତଥା ବଣିକ ସଙ୍ଘ ବହୁ ଧୁମ ଧାମରେ ପତାକା ଉତ୍ତୋଳନ ତଥା ଦେଶାତ୍ମକ ବୋଧକ ନାରା ଦେଇ ପୁରା ପରିବେଶକୁ ଜାତୀୟତାରେ ଭରି ଦେଇଥିଲେ l ଏ ସବୁ ସତ୍ୱେ ଏକ ବିଚ୍ୟୁତି ବନମାଳୀପୁର ଗ୍ରାମରେ ଦେଖିବାକୁ ମିଳିଥିଲା l ବନମାଳୀ ପୁର ଗ୍ରାମରେ ଉପାଧକ୍ଷଙ୍କ ଉପସ୍ଥିତିରେ ଜାତୀୟ ପତାକା କୁ ଖୋଲା ଖୋଲି ଅବମାନନା କରାଯାଇଥିବା ଦେଖିବାକୁ ମିଳିଥିଲା l ଏହାକୁ ଅଂଚଳବାସୀ ଘୋର ନିନ୍ଦା କରିବା ସହ ଏହିଭଳି ଘୃଣ୍ୟ କାର୍ଯ୍ୟ କରିଥିବା ବ୍ୟକ୍ତି ତଥା ବ୍ୟକ୍ତିମାନଙ୍କ ପ୍ରତି ଦୃଢ କାଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି l 


ସଂଗ୍ରାମ କେଶରୀ ଦେଓଙ୍କ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS