BREAKING
Loading...
:

ସତ୍ୟର ସନ୍ଧାନ ମାସିକ ସମ୍ବାଦ ପତ୍ର ର ଉଦଘାଟନ କାର୍ଯ୍ୟକ୍ରମ

 ସତ୍ୟର ସନ୍ଧାନ ମାସିକ ସମ୍ବାଦ ପତ୍ର ର ଉଦଘାଟନ କାର୍ଯ୍ୟକ୍ରମ 




ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ଠାରେ ସତ୍ୟର ସନ୍ଧାନ ମାସିକ ସମ୍ବାଦ ପତ୍ରର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାର ସାମ୍ବାଦିକ   ଯଶୋବନ୍ତ ଦାସଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ  ମୁଖ୍ୟ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା , ସମ୍ମାନୀତ  ଅତିଥି ଭାବେ ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡିଆ ସଂଘର ସଭାପତି  ଅନୱାର  ଅଲ୍ଲୀ , ସମ୍ପାଦକ  କିଶୋର ମହାପାତ୍ର, ବରିଷ୍ଠ ସାମ୍ବାଦିକ  ସିବଦତ ପାତ୍ର, ପ୍ରଦୀପ କୁମାର ସାହୁ,ସମାଜ ସେବୀ ଦାମୋଦର ସାହୁ, ଗାତେରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ସରୋଜ  ସାହାଣୀ , ମହିପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ  ତ୍ରିନାଥ ବେହେରା  , ମାଇଛେଳି ସରପଞ୍ଚ ଙ୍କ ପ୍ରତିନିଧି ଦାଶରଥି ପ୍ରଧାନ ଏବଂ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘର  ସାମ୍ବାଦିକ  ହୃଦୟା ନନ୍ଦ ସାସମଲ , ଶୁଖେନ୍ଦୁ କୁମାର  ଦାସ,ସଞ୍ଜୀବ କୁମାର ଡାକୁଆ, ଦିଲ୍ଲୀପ କୁମାର ଜାନୀ,ପ୍ରଦୀପ କୁମାର ଜାନୀ,ପ୍ରଫୁଲ୍ଲ ସେଠୀ ପ୍ରମୁଖ  ଯୋଗ ଦେଇଥିଲେ /ପରିଶେଷରେ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘର ସଭାପତି ସିବଦତ ପାତ୍ର ଧନ୍ୟବାଦ୍ ପ୍ରଦାନ କରିଥିଲେ। 


ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS