BREAKING
Loading...
:

ଭଣ୍ଡାରୀମୁଣ୍ଡା ସେଣ୍ଟର ରେ ଅଙ୍ଗନବାଡି ଦିଦି ପ୍ରଭାତୀ ପ୍ରଧାନଙ୍କ ଦାଦାଗିରି

 ଭଣ୍ଡାରୀମୁଣ୍ଡା ସେଣ୍ଟର ରେ ଅଙ୍ଗନବାଡି ଦିଦି ପ୍ରଭାତୀ ପ୍ରଧାନଙ୍କ ଦାଦାଗିରି 




ଆଠମଲ୍ଲିକ (ମଣିଭଦ୍ରା ଖବର) ଆଜି ଅନଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଟୁଷର ପଞ୍ଚାୟତ ଅଧିନସ୍ଥ ଭଣ୍ଡାରୀମୁଣ୍ଡା ଗ୍ରାମରେ ଦେଖିବାକୁମିଳିଛି ଏକ ଅଶାନ୍ତକର ଘଟଣା l ଭଣ୍ଡାରୀମୁଣ୍ଡା ଅଙ୍ଗନବାଡି ସେଣ୍ଟର କୁ ଛୋଟ ଛୋଟ ଛୁଆ ମାନଙ୍କୁ ସରକାର  ସମସ୍ତ ପ୍ରକାର ସୁବ୍ୟସ୍ତା ଖାଦ୍ୟ ତଥା ଅଣ୍ଡା, ଛତୁଆ, ଡାଲି, ଚାଉଳ ଓ ରନ୍ଧା ଖାଦ୍ୟର ସୁବିଧା ଥିବାବେଳେ ନାଁ ପିଲାମାନଙ୍କୁ ରନ୍ଧା ଖାଦ୍ୟ ନାଁ ମିଳୁଛି ସରକାରଙ୍କ ଶୁଖା ଖାଦ୍ୟ l ଏସବୁ ଗାଁର ମହିଳା ମାନେ ପଚାରିବାରୁ କାଯ୍ୟରତ ପ୍ରଭାତୀ ପ୍ରଧାନ କହିଲେ କୌଣସି ପ୍ରକାର ସରକାରୀ ଅନୁଦାନ ଆମକୁକିଛି ମିଳୁନାହିଁ l ଏସବୁ ଶୁଣି ଗ୍ରାମର ମହିଳା ମାନେ ପୂର୍ଣ୍ଣବାର ପଚାରିବାରୁ ଅଙ୍ଗନବାଡି ଦିଦି ରାଗିଯାଇ କହିଲେ ହଁ ତାକୁ ମୁଁ ବାଟମାରଣା କରୁଛି  ମୋର କୋଣ କରିବ କର ବୋଲି ଅଶ୍ଳୀଷ ଭାଷାରେ ମହିଳାମାନଙ୍କୁ ଗାଳି ଗଳିଗୋ୍ଲଜ କଲେ l ସରକାର ଙ୍କ ଏତେ ସବୁ ସୁବ୍ୟବସ୍ଥା ଥିଲାବେଳେ ଏପରି କର୍ମଚାରିମାନଙ୍କ ପାଇଁ ଛୋଟ ଛୋଟ ଛୁଆ ଙ୍କୁ ଭୋଗିବାକୁ ପଡୁଛି ଅବ୍ୟବସ୍ଥା l


 ଆଠମଲ୍ଲିକ ରୁ ଗିରିଜାଶଙ୍କର ଙ୍କ ରିପୋର୍ଟ ମଣିଭଦ୍ରା ଖବର l

Post a Comment

أحدث أقدم
Header ADS