BREAKING
Loading...
:

ମହାତ୍ମା ଗାନ୍ଧୀଙ୍କ କଥା ଉପରେ କୁଇଜି ପ୍ରତିଯୋଗିତା

 ମହାତ୍ମା ଗାନ୍ଧୀଙ୍କ କଥା ଉପରେ କୁଇଜି ପ୍ରତିଯୋଗିତା,

 


ଦଶପଲ୍ଲା (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲାର ଦଶପଲ୍ଲା ବ୍ଲକ ଅନ୍ତର୍ଗତ ତେଣ୍ଡାବାଡି ପଞ୍ଚାୟତର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ମାଟି ମା ତରଫରୁ ଡ଼ା, ଲକ୍ଷ୍ମୀପ୍ରିୟା ବେହେରା ଙ୍କ ତତ୍ତ୍ଵାବଧାନରେ ମହାତ୍ମା ଗାନ୍ଧୀ ଙ୍କ କଥା ଉପରେ ଏକ କୁଇଜୀ ପ୍ରତି ଯୋଗିତା ଅନୁଷ୍ଠିତ ହୋଇଯାଇଛି, ଏଥିରେ ୯ମ ଓ ୧୦ମ ଶ୍ରେଣୀର ପିଲାମାନେ ଅଂଶ ଗ୍ରହଣ କରିଥିଲେ, ସେଥିମଧ୍ୟରୁ ପ୍ରଥମ ସ୍ଥାନ ହାସଲ ଶକ୍ତି ପାତ୍ର ଅଧିକାର କରିଛନ୍ତି, ୨ୟ ସ୍ଥାନ ସୁଧାକର ପ୍ରଧାନ ଓ ୩ୟ ସ୍ଥାନ ସସ୍ମିତା ବେହେରା ହୋଇ ପାରିଛନ୍ତି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ପ୍ରତାପ ଦଳ ବେହେରା ଏହି କୁଇଜ ପ୍ରତିଯୋଗିତା କୁ ପରିଚାଳନା କରିଥିଲେ, ଏଥିରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଏହି କୁଇଜ ପ୍ରତିଯୋଗିତାରେ ଉପସ୍ଥିତ ଥିଲେ,  l

ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋଟ ମଣି ଭଦ୍ରା ଖବର,

Post a Comment

أحدث أقدم
Header ADS