🎋ବୃକ୍ଷ ରୋପଣ କାର୍ଯ୍ୟକ୍ରମ 🌳
ବୌଦ୍ଧ (ମଣିଭଦ୍ରା ଖବର) ବୈଦ୍ଧ ଜିଲ୍ଲା ମୁରଶୁଣ୍ଢି ଗ୍ରାମ ପଞ୍ଚୟତର ଟୁଟୁସିଙ୍ଗା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମାତୃଶକ୍ତି ମହିଳା ବ୍ଲକ ସ୍ତରୀୟ ମହାସଂଘ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ ହଇଯାଇଛି l . ଏହି କାର୍ଯ୍ୟକ୍ରମ ରେ ମହାସଂଘ ଓ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ସଦସ୍ୟା ଗଣ ଓ ସ୍କୁଲ ଛାତ୍ରୀ ମାନେ ବୃକ୍ଷ ରୋପଣ କରିଥିଲେ.l ମିଶନ୍ ଶକ୍ତିର ଜିଲ୍ଲା ସଂଯୋଜକ ଶ୍ରୀ ଦେବଦତ୍ତ ମିଶ୍ର, ଓଡ଼ିଶା ଜୀବିକା ମିଶନ ର ଜିଲ୍ଲା ସଂଯୋଜକ ଫ୍ରାନସିସ ବାର୍ଲା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣି ଶ୍ରୀମତୀ ମିନତି ଦେଓ, ପ୍ରଧାନ ଶିକ୍ଷକ ଶ୍ରୀ ରାଧାମୋହନ ମହନା , ବ୍ଲକ୍ ସଂଯୋଜିକା ଶ୍ରୀମତି ସସ୍ମିତା ବାଦୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ.l
ରିପୋର୍ଟ, ବୌଦ୍ଧ ଜିଲ୍ଲା ସଞ୍ଜୟ କୁମାର ନନ୍ଦ
Post a Comment