*ଦଶପଲ୍ଲା ବ୍ୟାଙ୍କ୍ ଅଫ ବରଦା ର ୧୧୫ ତମ ଜନ୍ମ ଉତ୍ସବ ପାଳନ ହୋଇଯାଇଛି।।*
ଦଶପଲ୍ଲା (ମଣିଭଦ୍ରା ଖବର)ବ୍ୟାଙ୍କ୍ ଅଫ ବରଦା ସମଗ୍ର ଭାରତ ବର୍ଷ ରେ ଗ୍ରାହକ ମାନଙ୍କୁ ବେଶ୍ ଉତ୍ସାହ ର ସହ ପ୍ରାୟ ୧୧୫ ବର୍ଷ ଧରି ବିଶ୍ବାସ ର ସାଥି ହୋଇଥିବାବେଳେ ନୟାଗଡ ଜିଲ୍ଲା ଦଶପଲ୍ଲା ଶାଖା ଟି ପ୍ରାୟ ୧୦ ବର୍ଷ ଧରି ଲୋକମାନଙ୍କ ପାଖେ ବିଶ୍ବାସ ର ସହ ରହି ଆସିଛି।ଏବଂ ଆଜି ଗ୍ରାହକ ମାନଙ୍କ ସହ ମିଶି ଏକ ନିଆରା ଢଙ୍ଗରେ ବ୍ୟାଙ୍କ ଅଫ ବରଦା ର ଜନ୍ମ ଦିନ ପାଳନ କରାଯାଇଛି ।। ଏଥିରେ ଦଶପଲ୍ଲା ଶାଖାର ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ସହ ଅନେକ ଗ୍ରାହକ ମାନେ ମଧ୍ୟ ଉପସ୍ଥିତ ଥିଲେ । ସବୁଠାରୁ ବଡ଼ କଥା ହେଲା ବ୍ୟାଙ୍କ୍ ର ଜନ୍ମଦିନ ରେ ଗ୍ରାହକ ମାନେ କେକ କାଟି ଶାଖା ପରିଚାଳକ ସହ ସମସ୍ତ କର୍ମଚାରୀ ଙ୍କୁ କେକ୍ ଖୁଆଇବା ସହ କେମିତି ଅଧିକ ରୁ ଅଧିକ ଲୋକମାନଙ୍କ ର ବିଶ୍ୱାସ ଭରସା ହୋଇ ଛିଦାହେବ ସେ ଦିଗରେ ଅଧିକ ଆଲୋଚନା କରାଯାଇଥିଲା।।
ରିପୋର୍ଟ ଚିତ ରଂଜନ ମିଶ୍ର ଦଶପଲ୍ଲା
Post a Comment