BREAKING
Loading...
:

ବିମାନରୁ ଡେଇଁ ପଡ଼ିଲେ ଯାତ୍ରୀ

 *ବିମାନରୁ ଡେଇଁ ପଡ଼ିଲେ ଯାତ୍ରୀ

 


*ଚେନ୍ନାଇ ବିମାନବନ୍ଦରରେ ଅବତରଣ ସମୟରେ ଏୟାର ଆରବ ବିମାନର ଏମର୍ଜେନ୍ସି ଗେଟରୁ ବାହାରକୁ ଡେଇଁ ପଡ଼ିଲେ ଯାତ୍ରୀ। ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନର ଅବତରଣବେଳେ ଏମର୍ଜେନେସି ଗେଟ୍ ଖୋଲି ରନଓ୍ୱେ ଉପରକୁ ଡେଇଁ ପଡିଥିଲେ ଯାତ୍ରୀ।ଏହାପରେ ରନଓ୍ୱେରେ ବିମାନ ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। କିଛି ବିମାନର ଉଡ଼ାଣ ବିଳମ୍ବ ହୋଇଥିଲା*

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS