BREAKING
Loading...
:

ବିନା ଅନୁମତି ପତ୍ର ରେ ମାଟି ଚାଲାଣ ନିମନ୍ତେ ୧ ଲକ୍ଷ ଟଙ୍କା ଜୋରିମାନା

 ବିନା ଅନୁମତି ପତ୍ର ରେ ମାଟି ଚାଲାଣ ନିମନ୍ତେ ୧ ଲକ୍ଷ ଟଙ୍କା ଜୋରିମାନା  



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଆଜି ଏକ ହାଇୱା  ଉପଜିଲ୍ଲାପାଳ ଙ୍କ ବିନା ଅନୁମତି ପତ୍ର ରେ ଜିଲ୍ଲା୍ର ଖାରି ନିକଟରୁ ମାଟି ଚାଲାଣ କରୁଥିବା ସମୟରେ ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଚଢ଼ାଉ କରି ହାଇୱା କୁ ଏକ ଲକ୍ଷ ଟଙ୍କା ବେନିୟମ ମାଟି ଚାଲାଣ ନିମନ୍ତେ ଜୋରିମାନା କରିଥିବା ସୂଚନା ମିଳିଛି  lବାରମ୍ବାର ବିଭିନ୍ନ ସମୟରେ ବାଲି, ମାଟି ଓ ପଥର ମାଫିଆ ମାନେ ବେନିୟମ ଭାବରେ ଏ ସବୁ ଚାଲାଣ କରୁଥିବା ଅଭିଯୋଗ ହେଉଛି l  


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS