ବଜ୍ରପାତରେ ୧୭ ଗାଇଙ୍କ ମୃତ୍ୟୁ
ଦଶପଲ୍ଲା (ମଣିଭଦ୍ରା ଖବର) ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ କୁଜାମେଣ୍ଢି ଗ୍ରାମପଞ୍ଚାୟତ , ବଣିଗ୍ରାମ ନିକଟବର୍ତ୍ତୀ ତଳ ମୁଣ୍ଡଳା ଗ୍ରାମରେ ବିଜୁଳି ଆଘାତରେ ୧୭ ଗୋଟି ଗାଈ ଓ ବଳଦ ମୃତ୍ୟୁ ବରଣ କରିଛନ୍ତି l ଆଜି ଅପରାହ୍ନ ୧ ଘଟିକା ସମୟରେ ଅଚାନକ ଘଡଘଡି ସହିତ ପ୍ରବଳ ବର୍ଷା ସାଂଗକୁ ଘନଘନ ବଜ୍ରପାତ ହୋଇଥିଲା । ଏହି ସମୟରେ ସ୍ଥାନୀୟ ଜଂଗଲରେ ଗାଇଗୋରୁମାନେ ଚରୁଥିବା ବେଳେ ବଜ୍ରପାତ ଘଟିଥିଲା । ଏହି ବଜ୍ରପାତ ରୁ ଗୋରୁଚରାଳି ଅଳ୍ପକେ ରକ୍ଷାପାଇ ଯାଇଥିବାବେଳେ, ଭୟଙ୍କର ବଜ୍ରପାତରେ ୧୭ ଗୋଟି ଗାଇବଳଦକଂର ମୃତ୍ୟୁ ହୋଇଛି, ।
ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋ୍ଟ ମଣିଭ୍ ଦ୍ରା ଖବର,
Post a Comment