BREAKING
Loading...
:

ବେରୁଆଁ ବାରୀ ସେବା ସମବାୟ ସମିତି ର ସଭାପତି ହେଲେ ପୂର୍ଣ୍ଣଚନ୍ଦ୍ର

 ବେରୁଆଁ ବାରୀ ସେବା ସମବାୟ ସମିତି ର ସଭାପତି ହେଲେ ପୂର୍ଣ୍ଣଚନ୍ଦ୍ର




ନୂଆଗାଁ (ପୁଷ୍ପଲତା ପ୍ରଧାନ) ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବେରୁଆ ବାରୀ ସେବା ସମବାୟ ସମିତି ରେ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।ସଭାପତି ପଦ ପାଇଁ ପୂର୍ଣ୍ଣଚନ୍ଦ୍ର ସାହୁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଅନ୍ୟ କେହି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିବାରୁ ପୂର୍ଣ୍ଣଚନ୍ଦ୍ର ନିର୍ଦ୍ଵନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।ସରପଞ୍ଚ,ସମିତି ସଭ୍ୟ,ବିଜୁ ଜନତା ଦଳର କର୍ମୀ ,ସଂଗଠକ ମାନଙ୍କ ସହଯୋଗ ଯୋଗୁଁ ପୂର୍ଣ୍ଣଚନ୍ଦ୍ର ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଆଲୋଚନା ହେଉଛି। 


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS