ଦୁର୍ଘଟଣାରେ ମଧ୍ୟଖଣ୍ଡ ମର୍ଦାବାଡି ଗ୍ରାମର ହାଡିବନ୍ଧୁ ପରିଡା ମୃତ
ଦଶପଲ୍ଲା (ମଣିଭଦ୍ରା ଖବର) ଖୋର୍ଦ୍ଧା - ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ଖମାରସାହି ନିକଟରେOD O2AQ6325 ନମ୍ବର ଏକ କାର୍ ସହିତ ମୁହାଁମୁହିଁ ଧକ୍କାରେ ଜଣେ O R O2 BC 7529 ନମ୍ବର ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ବାଇକ ଆରୋହୀ କଂ ର ପରିଚୟ ହେଲା ମଧ୍ୟଖଣ୍ଡ ପଞ୍ଚାୟତର ମର୍ଦା ବାଡି ସାହିର ମାୟାଧର ପରିଡ଼ା ଙ୍କ ବଡ଼ ପୁଅ ହାଡିବନ୍ଧୁ ପରିଡ଼ା, । ଦଶପଲ୍ଲା ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ଦଶପଲ୍ଲା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲେ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ ଭିନ୍ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق