BREAKING
Loading...
:

ବିଶ୍ୱ ଦକ୍ଷତା ଦିବସ ପାଳିତ

 ବିଶ୍ୱ ଦକ୍ଷତା ଦିବସ ପାଳିତ 

  



ସୁବର୍ଣ୍ଣପୁର,,- ଭାରତକୁ ସର୍ବାଗ୍ରେ ସ୍ୱ।ବଲମ୍ବୀ କରିବାରେ ଜନସାଧାରଣ ବିଶେଷ କରି ଯୁବ ସମାଜର  ବିଶେଷ ଭୂମିକା ରହିଛି। ପ୍ରତି କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ ହିଁ ଭାରତକୁ ଏକ ସ୍ୱ।ବଲମ୍ବନଶୀଳ ଭାବରେ ଗଢ଼ି ତୋଳିବ ବୋଲି  ଆଜି ସହରର ପଦ୍ମିନୀ ଦେବୀ କଲେଜରେ ଅନୁଷ୍ଠିତ "ସ୍ୱ।ବଲମ୍ବୀ ଭାରତ ଅଭିଯାନ" ପାଳନ ଅବସରରେ ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି। ସ୍ୱାବଲମ୍ବୀ ଭାରତ ଅଭିଯାନ ର ଜିଲ୍ଲା ସଂଯୋଜକ ବରିଷ୍ଠ ଆଇନଜିବୀ ବଳଦେବ ପ୍ରସାଦ ବେଦବାକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ  ମୁଖ୍ୟ ଅତିଥି ଭାବରେ ସୋନପୁର ଜିଲ୍ଲା ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର ଓ ଅନ୍ୟତମ ଅତିଥି ଭାବରେ 

ବ୍ୟାସଦେବ ମିଶ୍ର,ଗୌରହରି ନାଏକ,ଅଧ୍ୟାପକ ରାମନାରାୟଣ ପାଣିଗ୍ରାହୀ, କାମଦେବ ମିଶ୍ର ସ୍ୱାବଲମ୍ବୀ ଭାରତ ଅଭିଯାନ ର ମୂଳଲକ୍ଷ ଉପରେ ବହୁ ଉପାଦେୟ ମନ୍ତବ୍ୟ ମାନ ପ୍ରଦାନ କରିଥିଲେ। 

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS