BREAKING
Loading...
:

ହାତୀମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ବୃକ୍ଷ ରୋପଣ

 


ହାତୀମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ବୃକ୍ଷ ରୋପଣ


ନୂଆଗାଁ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ମହିତମା ସେକ୍ସନ ଜିଗିନି ପଡ଼ା ବିଟ୍ ଅଧିନସ୍ଥ ହାତୀ ମୁଣ୍ଡା ସଂରକ୍ଷିତ ଜଙ୍ଗଲ କମ୍ପାଟମେଣ୍ଟ -୦୨ ମଧ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେ ମହିତମା ଫରେଷ୍ଟର ରାକେଶ କୁମାର ସାହୁ,ବିଭିନ୍ନ ବିଟ୍ ର ବନରକ୍ଷୀ , ଶିକର ଗୋଛା ଗ୍ରାମ୍ୟ ଭି ଏସ ଏସ ସଭାପତି ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ । ବନ ବିଭାଗ ର ଏଭଳି କାର୍ଯ୍ୟକ୍ରମ କୁ ଜନ ସାଧାରଣ ରେ ପ୍ରଶଂସା କରାଯାଇଛି। 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS