ବିଧାୟକ ଏକାଦଶ ଏବଂ ଯୁବ ଛାତ୍ର ଏକାଦଶ ମଧ୍ୟରେ ଫୁଟବଲ ମ୍ୟାଚ
ଭୁବନେଶ୍ୱର (ମଣିଭଦ୍ରା ଖବର) ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ, କଳିଙ୍ଗ ଷ୍ଟାଡିଅମ ଠାରେ ବିଧାୟକ ଏକାଦଶ ଏବଂ ଯୁବ-ଛାତ୍ର ଏକାଦଶ ମଧ୍ୟରେ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ଫୁଟବଲ ମ୍ୟାଚରେ ବିଧାୟକ ପ୍ରଣବ ପ୍ରକାଶ ଦାସ, ଅରୁଣ କୁମାର ସାହୁ, ରମେଶ ଚନ୍ଦ୍ର ବେହେରା, ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରମୁଖ ଖେଳ ପଡ଼ିଆରେ ଅବତୀର୍ଣ ହୋଇଥିଲେ । ଖେଳ ବେଶ୍ ଉତ୍ସାହଜନକ ଥିଲା ।
ଫୁଟବଲ ମ୍ୟାଚ ରେ ମାନ୍ୟବର ବିଧାୟକ, ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ଉନ୍ନତ ଖେଳ ପ୍ରଦର୍ଶନ କରିଛନ୍ତି | ଏହି ମ୍ୟାଚ ରେ ବିଧାୟକ ଏକାଦଶ ୨_୧ ଗୋଲ ରେ ବିଜୟୀ ହୋଇଥିବା ଜଣାପଡିଛି |
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق