BREAKING
Loading...
:

ଆସନ୍ତାକାଲି ପ୍ରକାଶ ପାଇବ+୨ ରେଜଲ୍ଟ, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

 ଆସନ୍ତାକାଲି ପ୍ରକାଶ ପାଇବ+୨ ରେଜଲ୍ଟ, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ 




ଭୁବେନଶ୍ୱର(ମଣିଭଦ୍ରା ଖବର): ବୁଧବାର ପ୍ରକାଶ ପାଇବ ଚଳିତ ବର୍ଷର ଯୁକ୍ତ ଦୁଇ ରେଜଲ୍ଟ । ତେବେ ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବାବେଳେ, ସପ୍ତାହେ ପରେ +୨ କଳା ରେଜଲ୍ଟ ପ୍ରକାଶ ପାଇବ । କାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

Post a Comment

أحدث أقدم
Header ADS