BREAKING
Loading...
:

୫ଟି ରେ ରୂପାନ୍ତରିତ ହୋଇଥିବା ଡିମିରିଝରି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ଦଶପଲ୍ଲା ବିଧାୟକ

 ୫ଟି ରେ ରୂପାନ୍ତରିତ ହୋଇଥିବା ଡିମିରିଝରି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ଦଶପଲ୍ଲା ବିଧାୟକ



ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବଡ଼ଗୋଠ ପଞ୍ଚାୟତ ର ୫ଟି ରେ ରୂପାନ୍ତରିତ ହୋଇଥିବା ଡିମିରି ଝରି ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।ବିଦ୍ୟାଳୟର ଲାଇବ୍ରେରୀ ଓ କମ୍ପ୍ୟୁଟର ଗୃହ ଗୁଡ଼ିକ ବୁଲି ବିଧାୟକ ଶ୍ରୀ ବେହେରା  ଦେଖିବା ସହ ଶିକ୍ଷାଦାନ ଏବଂ ବିଦ୍ୟାଳୟ ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହ ଆଲୋଚନା କରିଥିଲେ।୫ ଟି ରେ ରୂପାନ୍ତରିତ ହେବା ପରେ ବିଦ୍ୟାଳୟ ରେ ପାଠ୍ୟକ୍ରମ ଏବଂ ସହ ପାଠ୍ୟ କାର୍ଯ୍ୟକ୍ରମ କିପରି ଚାଲିଛି ଛାତ୍ର ଛାତ୍ରୀ ଙ୍କୁ ପଚାରି ବୁଝିଥିଲେ ଦଶପଲ୍ଲା ବିଧାୟକ।ବିଦ୍ୟାଳୟ ର ଶିକ୍ଷକ , ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଦଶପଲ୍ଲା ବିଧାୟକ ଙ୍କୁ ସ୍ବାଗତ କରିଥିଲେ।୫ଟି ରେ ବିଦ୍ୟାଳୟ ରୂପାନ୍ତରିତ ହୋଇଥିବାରୁ ଛାତ୍ର ଛାତ୍ରୀ ଅତ୍ୟନ୍ତ ଖୁସି ପ୍ରକାଶ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ସଚିବ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS