ଅଜଣା ଗାଡି ଧକ୍କାରେ ଯୁବକ ମୃତ
ଦଶପଲ୍ଲା (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ର ଦଶପଲ୍ଲା ଵ୍ଲକର ଶାଳିଆଗୋଛାଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ମୃତ୍ୟୁ ଵରଣ କରିଥିବା ଜଣା ଯାଇଛି ମୃତ ଯୁବକ ନାମ ସଂଜୟ ଵିନ୍ଧାଣୀ ଘର ଜାମୁସାହି ନିକଟ ଟାଂଗନାଡି ଵୋଲି ଜଣା ଯାଇଛି, ଯୂବକ ଜଣଙ୍କ ଵାଇକ୍ ରେ ଆସୁଥିବା ଵେଳେ ଶାଳିଆଗୋଛା ଠାରେ ଏକ ଅଜଣାଗାଡି ଧକ୍କା ଦେଇଥିଲା ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଦଶପଲ୍ଲା ଡାକ୍ତର ଖାନାରେ ଠାରେ ପହଂଚି ଶବକୁ ଜଵତ କରି ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment