BREAKING
Loading...
:

ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ

 ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ 


ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ସୁବର୍ଣ୍ଣପୁର ସହରରେ ଅବସ୍ଥିତ ଆର୍ ଏସ ଟିସିଆଇ ପକ୍ଷରୁ ସହରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ କୃଷି ଅଧିକାରୀ ଜ୍ଞାନକିଶୋର ପାଣିଗ୍ରାହୀ ଯୋଗଦେବାସହ ସଂସ୍ଥାର ପ୍ରଶିକ୍ଷାର୍ଥୀଙ୍କ ସହ ମିଶି ବିଭିନ୍ନ ଔଷଧୀୟ ଓ ଫଳଚାରା ମାନ ରୋପଣ କରିଥିଲେ ଏହି ଅବସରରେ ସେ ସ୍ଥାନୀୟ ଅଧିବାସୀ ଙ୍କୁ ମଧ୍ୟ ନିଜନିଜ ସାଧ୍ୟମତେ ସମସ୍ତେ ନିଜନିଜ ପରିସରରେ ବୃକ୍ଷରୋପଣ କରି ପରିବେଶ କୁ ପ୍ରଦୂଷଣରୁ ରକ୍ଷା କରିବାସହ ଜନସାଧାରଣ ଙ୍କର ମଙ୍ଗଳକାମନା କରିବାକୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ  ଅଫିସର କର୍ମଚାରୀ ସତ୍ୟଜିତ ନାୟକ,ଅସିତ ପାଣିଗ୍ରାହୀ ପରିଚାଳନା କରିଥିବାବେଳେ ମାଧବ ଆଡ଼ଜୁଆଡି,ରଥି କଅଁରପ୍ରମୁଖ ସହଯୋଗ କରିଥିଲେ। 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS