BREAKING
Loading...
:

ଉପଜିଲ୍ଲାପାଳ ସୋନପୁର ଙ୍କ ଦ୍ୱାରା ରାତ୍ରି କାଳୀନ ଚଢ଼ାଉ, ଗୋଟିଏ ହାଇୱା ଜବତ, ଏକ ଲକ୍ଷ ଟଙ୍କା ଜୋରିମାନା -

 ଉପଜିଲ୍ଲାପାଳ ସୋନପୁର ଙ୍କ ଦ୍ୱାରା 

ବେନିୟମ  ବାଲି ଚାଲାଣ କୁ ବନ୍ଦ କରିବା ନିମନ୍ତେ ରାତ୍ରି କାଳୀନ ଚଢ଼ାଉ -

ଗୋଟିଏ ହାଇୱା ଜବତ,

ଏକ ଲକ୍ଷ ଟଙ୍କା ଜୋରିମାନା  -



ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ତେଲ ନଦୀ ରୁ ଗୋଟିଏ ହାଇୱା  ବେନିୟମ ବାଲି ଚାଲାଣ କରୁଥିବା ସମୟରେ ବ୍ଲକ ଛକ ଠାରେ ସୋନପୁର ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ତତ୍ୱାବଧାନରେ, ତହସିଲଦାର ସୋନପୁର ନବୀନ କିଶୋର ପାଢ଼ୀ, ତଥା ତହସିଲ କାର୍ଯ୍ୟାଳୟ ର ସୁପରଭାଇଜର ପ୍ରମୁଖ ଚଢ଼ାଉ କରି ବେନିୟମ ବାଲି ଚାଲାଣ  ହାଇୱା ଉପରେ ଟ.୧ ଲକ୍ଷ /-ଙ୍କା ଜୋରିମାନା କରିଛନ୍ତି ଓ ଉକ୍ତ ହାଇୱା କୁ ଜବତ କରାଯାଇ ସୋନପୁର ଟାଉନ ଥାନା ଅଧିକାରୀଙ୍କ ଜିମାରେ ଦିଆ ଯାଇଛି l ଏଣୁ ଏଣିକି ଆଗକୁ ମଧ୍ୟ ଅନୁରୂପ ଭାବେ ଚଢ଼ାଉ କରାଯାଇ ବେନିୟମ ବାଲି ଚାଲାଣ ତଥା ଅନ୍ୟାନ୍ୟ ବେନିୟମ କାର୍ଯ୍ୟକଳାପ ରୋକିବା କୁ ବନ୍ଦ କରାଯିବ ବୋଲି ସୂଚନା ଦେଇଛନ୍ତି ନୂତନ ଭାବେ ଯୋଗଦାନ କରିଥିବା ସୋନପୁର ଉପ ଜିଲ୍ଲାପାଳ  ଡ଼ଃ ମିଶ୍ର l  


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS